#ଛାଡ_ମୋତେ_ମୁଁ_ଜଗାକୁ_ଦେଖିବି
ପୁରୀ ଶ୍ରୀମନ୍ଦିର ନିକଟରେ ଅଭାବନୀୟ ଦୃଶ୍ୟ । ମହିଳାଙ୍କ ଦେହରେ ଲାଗିଲେ ମା' ଶାରଳା। କହିଲେ ଜଗା ଦର୍ଶନ ନମିଳିଲେ ପୁରୀ ଛାଡି ଯିବି ନାହିଁ। ମହିଳା ଜଣଙ୍କ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ମନ୍ଦରି ପ୍ରଶାସନ ବା ସେବାୟତ ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି।
#Puri #Srimandir #jagadarshan #Womanentry #Maasarala #Odisha #ArgusNews